About Village macha bala
ଜୟ ଜଗନ୍ନାଥ 🙏 ଜୟ ମା ମଙ୍ଗଳା 🙏 ଆପଣମାନଙ୍କୁ ମୁଁ ମୋ ଚ୍ୟାନେଲକୁ ସ୍ୱାଗତ କରୁଛି ☺️ ମୋ ଘର ବାଲେଶ୍ୱର ଜିଲ୍ଲା ରେ । ମୁଁ ମୋ ଭିଡିଓ ମାଧ୍ୟମ ରେ ପାରମ୍ପରିକ ବଜାର ପରିବେଶରେ ମାଛ କାଟିବା ପ୍ରକ୍ରିୟାକୁ ପ୍ରଦର୍ଶନ କରେ 🙂 ଆପଣ ମାନେ ମୋ ଭିଡିଓ ଦେଖୁଥିବାରୁ ସମସ୍ତଙ୍କୁ ମୋର ଅଶେଷ ଧନ୍ଯବାଦ 🙏 ଏବେ ଆପଣମାନଙ୍କ ସମର୍ଥନ(Support) ମତେ ବେଶି ଆବଶ୍ୟକ, ଯାହାଦ୍ବାରା କି ମୁଁ ପାରମ୍ପରିକ ବଜାର ପରିବେଶରେ ମାଛ କାଟିବା ପ୍ରକ୍ରିୟାକୁ ପ୍ରଦର୍ଶନ କରିପାରିବି ❤️ ଯଦି ଆପଣ ମୋ ଭିଡିଓକୁ ଦେଛନ୍ତି ତାହାଲେ ଭିଡ଼ିଓ କୁ Like, Comment, Share କରି ମୋ ଚ୍ୟାନେଲ କୁ Subscribe କରିଦିଅନ୍ତୁ, ଯାହାଦ୍ୱାରା କି ମୋ ଭିଡିଓ ଓଡିଶାର ଘରେ ଘରେ ଲୋକ ଦେଖିପାରିବେ ଓ ଆଶାକରୁଛି ଏ ଓଡ଼ିଆ ପିଲା କୁ ଆଗକୁ ନେବାପାଇଁ ଆପଣମନେ ମତେ ସାହାଯ୍ୟ କରିବେ । ରହିଲି ଜୟ ଜଗନ୍ନାଥ । ଜୟ ମା ମଙ୍ଗଳା 🙏 For Business Enquiry :- Email:-dhananjaysinghbusiness@gmail.com
Village macha bala ranks #561 of 727 food creators on YouTube by follower count.
Why Work with Village macha bala
Village macha bala is a popular YouTuber known for documenting daily life and traditional cooking in a rural village setting. Brands targeting a South Asian diaspora audience interested in authentic cultural experiences and home-style food should collaborate with Village macha bala to reach this highly engaged demographic.
Village macha bala — Quick Facts
How many followers does Village macha bala have on YouTube?
Village macha bala (@Village macha bala) has 133K followers on YouTube as of the latest BeSocial data refresh.
How does Village macha bala rank among food creators?
Village macha bala ranks #561 of 727 food creators on YouTube tracked by BeSocial, ranked by follower count.
How do I contact Village macha bala for a brand partnership?
Use the partnership inquiry form on this page — your campaign brief goes to Village macha bala or their management team. It's free and takes under a minute.
Work with Village macha bala
Send a partnership inquiry about this creator