About Utkal Jhia Lahari
ଜୟ ଜଗନ୍ନାଥ 🙏 ଜୟ ମା ମାଟିଆ ମଙ୍ଗଳା 🙏 ଆପଣମାନଙ୍କୁ ମୁଁ ମୋ ଚ୍ୟାନେଲକୁ ସ୍ୱାଗତ କରୁଛି 😊 ମୋ ନା ଲହରି ଦଳେଇ, ମୋ ଘର ବାଲେଶ୍ୱର ଜିଲ୍ଲା ଇମାମି ଜଗନ୍ନାଥ ମନ୍ଦିର ପାଖରେ, ମୁଁ ମୋ ଭିଡିଓ ମାଧ୍ୟମ ରେ ଗାଁ ଲୋକମାନଙ୍କ ପ୍ରତିଦିନ କାର୍ଯ୍ୟକଳାପ ବିଷୟରେ ଆପଣମାନଙ୍କୁ ଦେଖାଇବାକୁ ଚେଷ୍ଟାକରେ 🙂❤️ ଆପଣମାନେ ମୋ ଭିଡିଓ ଦେଖୁଥିବାରୁ ସମସ୍ତଙ୍କୁ ମୋର ଅନେକ ଅନେକ ଧନ୍ୟବାଦ 🙏 ଏବେ ଆପଣମାନଙ୍କ ସମର୍ଥନ(Support) ମତେ ଦେଉନ୍ତୁ ଆବଶ୍ୟକ, ଯାହାଦ୍ୱାରା କି ମୁଁ ଗାଇଁଥିବା ସଙ୍ଗୀତକୁ ପୁରା ଓଡିଶାରେ ବିସ୍ତାର କରିପାରିବି ❤️ ଯଦି ଆପଣ ମୋ ଭିଡିଓକୁ ଦେଖୁଛନ୍ତି ତାହାଲେ ଭିଡିଓ କୁ Like, Comment, Share କରି ମୋ ଚ୍ୟାନେଲ କୁ Subscribe କରିଦିଅନ୍ତୁ, ଯାହାଦ୍ୱାରା କି ମୋ ଭିଡିଓ ଓଡିଶାର ଯତେ ଯତେ ଲୋକ ଦେଖୁପରିବେ 😀❤️ ଆଶାକରୁଛି ଆପଣ ଓଡିଆ ସଙ୍ଗୀତ କୁ ଆଗକୁ ନେବାପାଇଁ ଆପଣମାନେ ମତେ ସାହାଯ୍ୟ କରିବେ 🙏 ରହିଲି ଜୟ ଜଗନ୍ନାଥ 🙏 ଜୟ ମା ମାଟିଆ ମଙ୍ଗଳା 🙏
Utkal Jhia Lahari ranks #8,612 of 9,651 lifestyle creators on YouTube by follower count.
Why Work with Utkal Jhia Lahari
Utkal Jhia Lahari is a popular YouTuber known for her engaging videos showcasing Odia culture, cooking, and lifestyle. Brands targeting the large and dedicated Odia diaspora will find significant reach through her authentic and relatable content.
Utkal Jhia Lahari — Quick Facts
How many followers does Utkal Jhia Lahari have on YouTube?
Utkal Jhia Lahari (@Utkal Jhia Lahari) has 85 followers on YouTube as of the latest BeSocial data refresh.
How does Utkal Jhia Lahari rank among lifestyle creators?
Utkal Jhia Lahari ranks #8,612 of 9,651 lifestyle creators on YouTube tracked by BeSocial, ranked by follower count.
How do I contact Utkal Jhia Lahari for a brand partnership?
Use the partnership inquiry form on this page — your campaign brief goes to Utkal Jhia Lahari or their management team. It's free and takes under a minute.
Work with Utkal Jhia Lahari
Send a partnership inquiry about this creator